କାହିଁକି ଖିଆ ଯାଏ ଗୁଡ-ଘିଅ..

ଘିଅ ସହ ଗୁଡ ଏକାଠି ଖାଇବା କିଛି ସ୍ଥାନର ଏକ ପାରମ୍ପରିକ ପ୍ରଥା। ଏହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ଓ ମଜଭୂତ କରିଥାଏ। ଆୟୁର୍ବେଦରେ ଗୁଡର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଗୁଡ ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ ପରି କାର୍ଯ୍ୟ କରିଥାଏ।  ଏହା ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ। ଏହା ବଦହଜମିକୁ ଦୂର କରିବା … Continue reading କାହିଁକି ଖିଆ ଯାଏ ଗୁଡ-ଘିଅ..