www.samajalive.in
Sunday, December 7, 2025
16.1 C
Bhubaneswar

ଭାରତର ଟିକାକରଣ ଅଭିଯାନକୁ ହୁ’ର ପ୍ରଶଂସା

ନୂଆଦିଲ୍ଲୀ : କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ହଜାର ତଳକୁ ଖସିଛି । ଅନ୍ୟପଟେ ଭାରତରେ ଚାଲିଥିବା କରୋନା ଭୂତାଣୁ ବିରୋଧୀ ଟିକାକରଣ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ପ୍ରଶଂସା କରିଛି। ସୋମବାର ସୁଦ୍ଧା ଦେଶରେ ୭୫କୋଟିରୁ ଅଧିକ ପାନ ଟିକାକରଣ କରାଯାଇଛି। ଏପରିକି ୧୩ ଦିନ ମଧ୍ୟରେ ୧୦କୋଟି ପାନ ଟିକା ଦିଆଯିବା ଟିକାକରଣ ବେଗ ତ୍ବରାନ୍ବିତକୁ ପ୍ରତିପାଦିତ କରୁଛି। ଦେଶର ଏହି ଟିକାକରଣ ସଫଳତାକୁ ନେଇ ହୁ’ର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦେଶକ ଡାକ୍ତର ପୁନମ୍ କ୍ଷେତ୍ରପାଳ ସିଂହ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଗତ ଜାନୁଆରୀ ୧୬ ତାରିଖରୁ ଭାରତରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories