କେବେ ଫେରିବେ ସୁନୀତା!

ଡେସ୍କ: ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିପାରିବେ କି? ସେ କେବେ ଫେରିବେ? ମହାକାଶରୁ ଫେରିବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି? ଏମିତି କିଛି ପ୍ରଶ୍ନ ଏବେ ସାରା ବିଶ୍ୱବାସୀଙ୍କ ମନରେ। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ଫେରିବା ବାଟକୁ। ସୂଚନା ଅନୁଯାୟୀ, ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସହକର୍ମୀ ବୁଚ୍ ୱିଲମୋରଙ୍କ ସହ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଏକ ଅପ୍ରତ୍ୟାଶିତ … Continue reading କେବେ ଫେରିବେ ସୁନୀତା!