ହ୍ୱାଟ୍ସଆପ୍ ଷ୍ଟକ୍ ମାର୍କେଟ ସ୍କାମ୍: ୭୧ବର୍ଷୀୟଙ୍କୁ ଚୁନ ଲଗାଇଲେ ମହିଳା, ଲୁଟିଲେ ୨କୋଟି
ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ ସ୍କାମରେ ଫଶିଲେ ୭୧ବର୍ଷୀୟ ବୃଦ୍ଧ। ନିବେଶ କରିବାକୁ ଯାଇ ହରାଇଲେ ୨କୋଟି ଟଙ୍କା। ବୃଦ୍ଧ ଜଣଙ୍କ ପୂର୍ବରୁ ଅର୍ଥନୈତିକ ସେକ୍ଟରରେ କାମ କରୁଥିଲେ। ଅର୍ଥାତ ତାଙ୍କ ପୁରା ଜୀବନ ଟଙ୍କା ପରିଚାଳନା ଦିଗରେ ହିଁ ଅତିବାହିତ ହୋଇଥିବ। ଏପରି ପରିସ୍ଥିତିରେ ଯଦି ସେହି ବ୍ୟକ୍ତ ଠକାମିର ଶିକାର ହେଉଛନ୍ତି ତେବେ ଭାବନ୍ତୁ ସାଇବର ଠକେଇର ଜାଲ କିଭଳି ଭାବରେ ବିଛାଯାଉଛି। ହ୍ୱାଟ୍ସଆପ୍ ଷ୍ଟକ୍ ମାର୍କେଟ ଜରିଆରେ ଏଭଳି ଠକାମିର ଶିକାର ହେଉଛନ୍ତି ଲୋକେ। … Continue reading ହ୍ୱାଟ୍ସଆପ୍ ଷ୍ଟକ୍ ମାର୍କେଟ ସ୍କାମ୍: ୭୧ବର୍ଷୀୟଙ୍କୁ ଚୁନ ଲଗାଇଲେ ମହିଳା, ଲୁଟିଲେ ୨କୋଟି
Copy and paste this URL into your WordPress site to embed
Copy and paste this code into your site to embed