ହ୍ୱାଟ୍ସଆପ୍‌ ଆଣିଲା ନୂଆ,ଜବରଦସ୍ତ ଫିଚର, ଏବେ ଇନଷ୍ଟା ଭଳି..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଏପରି ଏକ ଆପ୍‌ ଯାହାର ବ୍ୟବହାର ସଭିଏଁ ନିଜର ବନ୍ଧୁ ପରିଜନ, ପରିବାର ଠାରୁ ଆରମ୍ଭ କରି କାର୍ଯ୍ୟାଳୟର କାମ ପାଇଁ ମଧ୍ୟ କରି ଥାନ୍ତି। ଉପଭୋକ୍ତାଙ୍କ ରୁଚି ଓ ଆବଶ୍ୟକତାକୁ ଦେଖି ହ୍ୱାଟ୍ସଆପ୍‌ ନୂଆ ନୂଆ ଫିଚର୍‌ ଆଣିଥାଏ । ଏବେ ହ୍ୱାଟ୍ସଆପ୍‌ରେ ଏକ ନୂଆ ଫିଚର୍‌ ଯୋଡି ହୋଇଛି । ଏହାର ସାହାଯ୍ୟରେ ନିଜ ଭିଡିଓରେ ଗୀତ ମଧ୍ୟ ଚଲାଇ ପାରିବେ । ଏହି ଫିଚର୍‌ ଇନଷ୍ଟାଗ୍ରାମ୍‌ ଭଳି । … Continue reading ହ୍ୱାଟ୍ସଆପ୍‌ ଆଣିଲା ନୂଆ,ଜବରଦସ୍ତ ଫିଚର, ଏବେ ଇନଷ୍ଟା ଭଳି..