କୋଲକାତା: ତୃତୀୟ ପର୍ୟ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁର୍ସିଦାବାଦରେ ହୋଇଥିବା ବୋମାମାଡ଼ରେ ଜଣେ ମତଦାତାଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନରେ ମୁର୍ସିଦାବାଦର ଡୋମକାଲ ମ୍ୟୁନିସିପାଲଟି ଅନ୍ତର୍ଗତ ରାନୀ ନଗର ବୁଥ ନିକଟରେ ଟିଏମସି ସମର୍ଥକଙ୍କ ଉପରକୁ ବୋମା ମାଡ ହୋଇଥିଲା । ଏଥିରେ ୩ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ପରେ ଉକ୍ତ ପୋଲିଂ ବୁଥ୍କୁ ବନ୍ଦ କରି ଦିଆଯାଇଛି ।
Popular Categories



