ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେଲେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର, ଧର୍ମଘଟ ପ୍ରତ୍ୟାହୃତ
ଡେସ୍କ: ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜରେ କନିଷ୍ଠ ଡାକ୍ତରମାନେ ଜରୁରୀକାଳୀନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪୨ ଦିନ ପରେ କନିଷ୍ଠ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଯୋଗ ଦେଇଛନ୍ତି। ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୦ ସୂତ୍ରୀ … Continue reading ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେଲେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର, ଧର୍ମଘଟ ପ୍ରତ୍ୟାହୃତ
Copy and paste this URL into your WordPress site to embed
Copy and paste this code into your site to embed