କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ଭାଗ୍ୟଫଳ

ମେଷ: ରବିବାର ଶତ୍ରୁ ପରାସ୍ତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ସ୍ଥିତିକୁ ନେଇ ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ଦ୍ରବ୍ୟ ଲାଭ କରିବେ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଜରଙ୍ଗ ବାଣ ପାଠ କରନ୍ତୁ। ବୃଷ: ରବିବାର ସାବଧାନତା ଲୋଡ଼ା। ବିବାଦରେ ପଡ଼ିପାରନ୍ତି। ସୋମବାର … Continue reading କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ଭାଗ୍ୟଫଳ