କେମିତି କଟିବ ଦିନ: ସାପ୍ତାହିକ ରାଶିଫଳ

ମେଷ-ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାର ଓ ଗୁରୁବାର ଲୋକ ସମ୍ପର୍କ ବୃଦ୍ଧି ପାଇବ। ସୁସମ୍ବାଦ ଲାଭ ହେବ। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ। ବୃଷ-ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ୟାରେ ପଡ଼ିପାରନ୍ତି। ଦୁର୍ବଳତା ଅନୁଭୂତ ହେବ। ସାବଧାନତା ଅବଲମ୍ବନ କରନ୍ତୁ। … Continue reading କେମିତି କଟିବ ଦିନ: ସାପ୍ତାହିକ ରାଶିଫଳ