ସକାଳ ସାଢେ ୮ଟା ସୁଦ୍ଧା ୩୫ ଟପିଲା

ଭୁବନେଶ୍ୱର :  ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ଓ ଆସନ୍ତାକାଲି ପାଇଁ ହିଟ୍‌‌ୱେବ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳୁ ସକାଳୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସାଢେ ୮ଟା ସୁଦ୍ଧା ୩୫ଡିଗ୍ରୀ ଟପିଛି ତାପମାତ୍ରା। ତାଳଚେର : ୩୫.୮ଡିଗ୍ରୀ ଅନୁଗୁଳ ଓ ବାଲେଶ୍ୱରରେ : ୩୫ ଡିଗ୍ରୀ ଭୁବନେଶ୍ୱର : ୩୩.୪ଡିଗ୍ରୀ ଜଗତସିଂହପୁର : ୩୪.୮ଡିଗ୍ରୀ ଭବାନୀପାଟଣା :୩୪ଡିଗ୍ରୀ ନୟାଗଡ: ୩୪ଡିଗ୍ରୀ ବାରିପଦା: ୩୪ଡିଗ୍ରୀ ହୀରାକୁଦ: ୩୩:୬ଡିଗ୍ରୀ ରାଉରକେଲା: … Continue reading ସକାଳ ସାଢେ ୮ଟା ସୁଦ୍ଧା ୩୫ ଟପିଲା