ଆସୁଛି ବାତ୍ୟା ‘ଫେଙ୍ଗାଲ୍‌’; ଏହି ଜିଲାରେ ହେବ ବର୍ଷା, ବହିବ ଏତିକି ବେଗରେ ପବନ!

ସମାଜ ଡିଜିଟାଲ୍‌ ଡେସ୍କ : ପୁଣି ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ୨୭ ତାରିଖରେ ସୃଷ୍ଟି ହେବ ବାତ୍ୟା । ତାମିଲନାଡୁ ନିକଟ ବଙ୍ଗୋପସାଗରରେ ବାତ୍ୟା ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡିଶା ଉପକୂଳ ଓ ଦକ୍ଷିଣର କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଶୀତ କମିବା ନେଇ ମଧ୍ୟ ଆକଳନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରିରେ ମଧ୍ୟ … Continue reading ଆସୁଛି ବାତ୍ୟା ‘ଫେଙ୍ଗାଲ୍‌’; ଏହି ଜିଲାରେ ହେବ ବର୍ଷା, ବହିବ ଏତିକି ବେଗରେ ପବନ!