୧୩ ପରେ ବଢିବ ତାତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା। ଝଡ଼ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ମିଳିଥିଲା। ଆସନ୍ତା ୨ଦିନ ପରେ ପୁଣି ବଢିବ ଦିନ ତାପମାତ୍ରା। ପ୍ରାୟତଃ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ କିନ୍ତୁ ଅପରାହ୍ଣରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ। ୧୩ ତାରିଖ ପରଠାରୁ ରାଜ୍ୟ ମଧ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି … Continue reading ୧୩ ପରେ ବଢିବ ତାତି