ବର୍ଷା ଉଭାନ୍ ; ପ୍ରଚଣ୍ଡ ତାତି ପାଇଁ ୮ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲେ ମଧ୍ୟ ଏଯାଏଁ ହୋଇନି ବର୍ଷା। ଏହା ମଧ୍ୟରେ ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡା ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ୨୦ ଟଙ୍କିଆ ବି.. ବରଣମାଳା ପୂର୍ବରୁ ବାହାଘର ଭାଙ୍ଗିଲେ କନ୍ୟା … Continue reading ବର୍ଷା ଉଭାନ୍ ; ପ୍ରଚଣ୍ଡ ତାତି ପାଇଁ ୮ ଜିଲ୍ଲାପାଳଙ୍କୁ ଚିଠି