ସମ୍ଭାବ୍ୟ ବାତ୍ୟା ; ୨ ଦିନ ଅତି ପ୍ରବଳ ବର୍ଷା ସମ୍ଭବାନା..

ଭୁବନେଶ୍ୱର : ଓଡିଶାରେ ସମ୍ଭାବ୍ୟ ବାତ୍ୟାର ସେପରି ବିଶେଷ ପ୍ରଭାବ ପଡିବ ନାହିଁ। ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗୁରୁବାର ସୂଚନା ଦେଇଛନ୍ତି। ମାତ୍ର ଓଡିଶାରେ ଯେପରି କାଳବୈଶାଖୀ ବର୍ଷା ହେଉଛି ତାହା ଜାରି ରହିବ। ୨୬ ତାରିଖ ବେଳକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର କିଛି ସ୍ଥାନରେ ୨ ଦିନ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ … Continue reading ସମ୍ଭାବ୍ୟ ବାତ୍ୟା ; ୨ ଦିନ ଅତି ପ୍ରବଳ ବର୍ଷା ସମ୍ଭବାନା..