ଆଗାମୀ ୨ ଦିନ କାଳ ବୈଶାଖୀ ବର୍ଷା ସମ୍ଭାବନା ; ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ..

ଭୁବନେଶ୍ୱର : ଅସହ୍ୟ ତାତିରେ ଛଟପଟ୍ ରାଜ୍ୟବାସୀ। ସାଢେ ୨ଟା ସୁଦ୍ଧା ଶୁକ୍ରବାର ୪୩ ଡିଗ୍ରୀ ଟପିଲା ତାପମାତ୍ରା। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ତାତି ବଢୁଛି। ଆଗାମୀ ୨ ଦିନ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ୪୩.୫ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର। ସମ୍ବଲପୁର ଓ ହୀରାକୁଦ ୪୩, ରାଉରକେଲା ୪୨, କେନ୍ଦୁଝର ୪୧.୮, ଚାନ୍ଦବାଲି ୪୧.୬, ଭୁବନେଶ୍ୱର ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି। … Continue reading ଆଗାମୀ ୨ ଦିନ କାଳ ବୈଶାଖୀ ବର୍ଷା ସମ୍ଭାବନା ; ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ..