ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର : ପ୍ରଚଣ୍ଡ ତାତି,ଅହସ୍ୟ ଗରମରେ ଛଟପଟ ରାଜ୍ୟବାସୀ। ଗୁରୁବାର ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ତାପମାତ୍ରା ଟପିଥିବା ରେକର୍ଡ କରାଯାଇଛି। ୪୩.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି.. ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର ଓ ହୀରାକୁଦ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ଓ ଚାନ୍ଦବାଲି ୪୧.୮, ରାଉରକେଲା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ବୃହସ୍ପତି … Continue reading ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା
Copy and paste this URL into your WordPress site to embed
Copy and paste this code into your site to embed