ବଢୁଛି ତାତି; ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା
ଭୁବନେଶ୍ୱର : ବଢୁଛି ତାତି। ଉପରମୁହାଁ ହେଉଛି ପାରଦ। ବୁଧବାର ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ୪୧.୨ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୦, ଝାରସୁଗୁଡା ୩୯.୨, କେନ୍ଦୁଝର ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..
Copy and paste this URL into your WordPress site to embed
Copy and paste this code into your site to embed