ଉପରମୁହାଁ ପାରଦ ; ସାଢେ ୧୧ଟାରେ ୪୦ ଟପିଲା ତାପମାତ୍ରା

ଭୁବନେଶ୍ୱର : ସାରା ରାଜ୍ୟ ସହ ଟ୍ୱିନ ସିଟିରେ ବଢି ଚାଲିଛି ତାପମାତ୍ରା। କଲବଲ କରୁଛି ତାତି, ବଢୁଛି ତାପମାତ୍ର।। ସାଢେ ୧୧ଟାରେ ୪୦ ଟପିଲା ୪ ସହରର ତାପମାତ୍ରା। ଭୁବନେଶ୍ୱର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱର ୪୦.୬, ଚାନ୍ଦବାଲି ଓ ଝାରସୁଗୁଡା ୪୦, ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ରେକର୍ଡ କରାଯାଇଛି। ଆଜି ଦିନ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: 40.6°Cବାଲେଶ୍ୱର: 40.6°Cଚାନ୍ଦବାଲି: 40°Cଝାରସୁଗୁଡା:40°Cସମ୍ବଲପୁର: 39.7°Cକେନ୍ଦୁଝର: 39°Cହୀରାକୁଦ: … Continue reading ଉପରମୁହାଁ ପାରଦ ; ସାଢେ ୧୧ଟାରେ ୪୦ ଟପିଲା ତାପମାତ୍ରା