୧୧ ଜିଲା ସହ ଟ୍ୱିନ୍ ସିଟିରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : କିଛି ସମୟରେ ଟ୍ୱିନ୍ ସିଟିରେ ବର୍ଷିବ। ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ପବନ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ୱିନ୍ ସିଟି ସହ ରାଜ୍ୟର ୧୧ ଜିଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ରାୟଗଡାରେ କାଳବୈଶାଖୀ ସମ୍ଭାବନା ରହିଛି । ଜୁନ୍ ମାସରେ ଏହି ରାଶିଙ୍କୁ … Continue reading ୧୧ ଜିଲା ସହ ଟ୍ୱିନ୍ ସିଟିରେ କାଳବୈଶାଖୀ ସମ୍ଭାବନା
Copy and paste this URL into your WordPress site to embed
Copy and paste this code into your site to embed