ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୪ ରୁ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ଓଡ଼ିଶାରେ ତାପମାତ୍ର ୪୨ ଡିଗ୍ରୀ ପାଖରେ ପହଞ୍ଚିଛି। ଆଜି ରାଜ୍ୟର ୭ ସହର ତାପମାତ୍ରା ୪୧ ଉପରେ ରହିଥିବାବେଳେ ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ … Continue reading ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର