ପଶ୍ଚିମରେ ତାତି, ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି

୪୩ ଛୁଇଁଲା ସମ୍ବଲପୁର

ଭୁବନେଶ୍ବର: ପଶ୍ଚିମରେ ତାତି, ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି। ଦିନେ ସାଢ଼େ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହର ତାପମାତ୍ରା। ହୀରାକୁଦ ୪୧.୮, ଝାରସୁଗୁଡ଼ା ୪୧.୬, ଭୁବନେଶ୍ବର ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.