ଫେଲ୍ ମାରିଛି ବସୁଧା ଯୋଜନା, ପାନୀୟ ଜଳ ସମସ୍ୟାରେ ଅମ୍ବାବାଡି ଗ୍ରାମବାସୀ

ପଦ୍ମପୁର : ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବଢ଼ିବାରେ ଲାଗିଛି ଜଳ କଷ୍ଟ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବଢ଼ିବାରେ ଲାଗିଛି ପାନୀୟ ଜଳର ସଙ୍କଟ। ପଦ୍ମପୁର ବ୍ଲକବାସୀଙ୍କ ବହୁ ଦିନର ଦାବିକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ପାନୀୟ ଜଳଯୋଗାଣ ସଂସ୍ଥା ପକ୍ଷରୁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ପଦ୍ମପୁର ବ୍ଲକର ପ୍ରତ୍ୟକ ଗ୍ରାମାଞ୍ଚଳରେ ପାଣି ସମସ୍ୟା ଦୂର କରିବା ପାଇଁ ନୂତନ ପ୍ରକଳ୍ପ ନିର୍ମାଣ କରାଗଲା। ପ୍ରତ୍ୟକ … Continue reading ଫେଲ୍ ମାରିଛି ବସୁଧା ଯୋଜନା, ପାନୀୟ ଜଳ ସମସ୍ୟାରେ ଅମ୍ବାବାଡି ଗ୍ରାମବାସୀ