ରିଲିଜ୍‌ ହେଲା ‘ୱାର ୨’, ‘କୁଲୀ’ ; ଜାଣନ୍ତୁ କିଏ ମାରିଲା ବାଜି

ମୁମ୍ବାଇ : ଶେଷ ହେଲା ସବୁ ଅପେକ୍ଷାର ଅନ୍ତ । ସିନେମା ଘରେ ଅଗଷ୍ଟ ୧୪ ଅର୍ଥାତ୍‌ ଗୁରୁବାରରେ ଦୁଇଟି ବଡ ଫିଲ୍ମ ରିଲିଜ୍‌ ହୋଇଛି । ଗୋଟିଏ ପଟେ ସୁପରଷ୍ଟାର ରଜନୀକାନ୍ତଙ୍କ ‘କୁଲୀ’ ଓ ଅନ୍ୟ ପଟେ ହ୍ରିତିକ ରୋଶନ ଓ ଜୁନିଅର ଏନଟିଆରଙ୍କ ଫିଲ୍ମ ‘ୱାର ୨’ । ଉଭୟ ଫିଲ୍ମରେ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକସନ୍‌ ହୋଇଛି । ଜାଣନ୍ତୁ କାହାକୁ ପଛରେ ପକାଇଲା କିଏ.. ରଜନୀକାନ୍ତଙ୍କ ‘କୁଲୀ’ ପାଇଁ ପ୍ରଶଂସକମାନେ ଉତ୍ସାହର … Continue reading ରିଲିଜ୍‌ ହେଲା ‘ୱାର ୨’, ‘କୁଲୀ’ ; ଜାଣନ୍ତୁ କିଏ ମାରିଲା ବାଜି