କାର୍ ସାଜିଛି ମାଲ୍ ବୁହା ଗାଡି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବଜାରରେ ଆଜି କାଲି ଅନେକ ଗାଡି ଦେଖିବାକୁ ମିଳୁଛି । କମ୍ପାନୀମାନେ ମଧ୍ୟ ଗାଡିର ନୂଆ ନୂଆ ମଡେଲ ବଜାରକୁ ଆଣୁଛନ୍ତି । ଏହା ପରେ ମଧ୍ୟ ଲୋକମାନେ ନିଜ ଅନୁସାରେ ଗାଡିକୁ ମୋଡିଫାଏ କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । କାରଣ ଗାଡି ମାଲିକ ସେହି ଗାଡିକୁ ଏତେ ପରିବର୍ତ୍ତନ କରିଛନ୍ତି, ତାହା କେଉଁ ଗାଡି ଲୋକେ ବିଲକୁଲ … Continue reading କାର୍ ସାଜିଛି ମାଲ୍ ବୁହା ଗାଡି, ଭିଡିଓ ଭାଇରାଲ