ବିପଦ ଆସିଲେ ପରମାଣୁ ଆକ୍ରମଣରେ ଆଦୌ ବିଳମ୍ବ କରିବୁନି.. ହଠାତ୍‌ ଆମେରିକା ଉପରେ କାହିଁକି ଖପ୍ପା ପୁଟିନ୍‌?

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୁଣି ଥରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବା ବିକଥା କହିଛନ୍ତି। ସେ କହିଛନ୍ତି, ଯଦି ଦେଶ ଉପରେ କୌଣସି ବିପଦ ଆସେ ତେବେ ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବାରେ ଆଦୌ ବିଳମ୍ବ କରିବେ ନାହିଁ। ରୁଷ୍‌ର ସୁରକ୍ଷା ଏବଂ ସ୍ୱାଧୀନତା ପ୍ରତି ଆଞ୍ଚ୍‌ ଆସିଲେ ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ଅଛନ୍ତି। ପୁଟିନ୍ ଆମେରିକାଠାରୁ ଆଶା ପ୍ରକଟ କରିଛନ୍ତି ଯେ, ସେ ମଧ୍ୟ ଏଥିପ୍ରତି ନିଶ୍ଚିତ … Continue reading ବିପଦ ଆସିଲେ ପରମାଣୁ ଆକ୍ରମଣରେ ଆଦୌ ବିଳମ୍ବ କରିବୁନି.. ହଠାତ୍‌ ଆମେରିକା ଉପରେ କାହିଁକି ଖପ୍ପା ପୁଟିନ୍‌?