ଆକର୍ଷଣୀୟ ଲୁକ୍ ସହ ଭିଭୋ ଲଞ୍ଚ କଲା ଏହି ଫୋଲ୍ଡେବଲ ସ୍ମାର୍ଟଫୋନ: ଜାଣନ୍ତୁ ଦାମ୍ ସହ ଜବରଦସ୍ତ ଫିଚର
ନୂଆଦିଲ୍ଲୀ : ଭିଭୋ ନିଜର ସବୁଠାରୁ ପତଳା ଫୋଲ୍ଡେବଲ ଫୋନ୍ X ଫୋଲ୍ଡ ୫ ଲଞ୍ଚ କରିଛି । ବହି ଭଳି ଓପନ୍ ହେଉଥିବା ଏହି ଫୋନ୍ରେ ୮.୦୩ ଇଞ୍ଚର ବଡ ସ୍କ୍ରିନ୍ ମିଳିବ । ଏହା ବ୍ୟତୀତ ଫୋନ୍ ୧୬ ଜିବି ର୍ୟାମ ସମେତ ଅନେକ ଜବରଦସ୍ତ ଫିଚର୍ ସହ ଆସିଛି । ଯାହା Samsung Galaxy Z Fol 5କୁ ଟକ୍କର ଦେବ ବୋଲି କୁହାଯାଉଛି । ଭିଭୋର ଏହି ଫୋଲ୍ଡେବଲ ସ୍ମାର୍ଟଫୋନ୍ ସିଏନୱାଇ … Continue reading ଆକର୍ଷଣୀୟ ଲୁକ୍ ସହ ଭିଭୋ ଲଞ୍ଚ କଲା ଏହି ଫୋଲ୍ଡେବଲ ସ୍ମାର୍ଟଫୋନ: ଜାଣନ୍ତୁ ଦାମ୍ ସହ ଜବରଦସ୍ତ ଫିଚର
Copy and paste this URL into your WordPress site to embed
Copy and paste this code into your site to embed