୧୦ ହଜାରରୁ ବି କମ୍ ଦାମ୍ରେ ମିଳୁଛି ଜବରଦସ୍ତ ଫିଚର ଭିଭୋର ଏହି ଫୋନ୍
ନୂଆଦିଲ୍ଲୀ : ଭିଭୋର ୬୦୦୦ ଏମଏଏଚ ବ୍ୟାଟେରୀର ଫୋନ୍ର ଦାମ୍ରେ ଜବରଦସ୍ତ ହ୍ରାସ ହୋଇଛି । ଏହି ଫୋନ୍ ୧୦,୦୦୦ ଟଙ୍କାରୁ ମଧ୍ୟ କମ୍ ଦାମ୍ରେ ମିଳୁଛି । ଭିଭୋର ଏହି ଫୋନ୍ଟି ଚଳିତ ବର୍ଷ ହିଁ ଲଞ୍ଚ ହୋଇଛି । ଫୋନ୍ର ଦାମ୍ରେ ପ୍ରାୟ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଦାମ୍ କମ୍ ହୋଇଛି । ଏହାସହ ଏହି ଫୋନ୍କୁ କିଣିବା ସମୟରେ ଅନେକ ବ୍ୟାଙ୍କ ଅଫର୍ ମଧ୍ୟ ଦିଆଯାଉଛି । ୧୨ ବର୍ଷ ପରେ ଦୁର୍ଲ୍ଲଭ … Continue reading ୧୦ ହଜାରରୁ ବି କମ୍ ଦାମ୍ରେ ମିଳୁଛି ଜବରଦସ୍ତ ଫିଚର ଭିଭୋର ଏହି ଫୋନ୍
Copy and paste this URL into your WordPress site to embed
Copy and paste this code into your site to embed