ଜବରଦସ୍ତ ଅଫର୍‌ ; ଶସ୍ତା ହେଲା ଭିଭୋ ୫ଜିର ଏହି ଫୋନ୍‌ର ଦାମ୍‌

ନୂଆଦିଲ୍ଲୀ : ଭିଭୋ ଟି୩ ସିରିଜ୍‌ର ପ୍ରୋ ମଡେଲ୍‌ର ଦାମ୍‌ରେ ବଡ ଧରଣରେ ଟଙ୍କା ହ୍ରାସ ହୋଇଛି । ଭିଭୋର ଏହି ମଧ୍ୟମ ବଜେଟ୍‌ର ସ୍ମାର୍ଟ ଫୋନ୍‌ ଲଞ୍ଚ ଦାମ୍‌ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି । ଏହି ସ୍ମାର୍ଟଫୋନ୍‌ ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିଲା । ଏଥିରେ ୫୦ ଏମପି କ୍ୟାମେରା, ୫୫୦୦ଏମଏଏଚର ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର୍‌ ସହ ଆସିଛି । ଏହି ଫୋନ୍‌ର ଷ୍ଟୋରେଜ୍‌ ଭାରିଆଣ୍ଟ-୮ଜିବି ର‌୍ୟାମ୍‌+୧୨୮ ଜିବି ଓ … Continue reading ଜବରଦସ୍ତ ଅଫର୍‌ ; ଶସ୍ତା ହେଲା ଭିଭୋ ୫ଜିର ଏହି ଫୋନ୍‌ର ଦାମ୍‌