ଦେଖନ୍ତୁ ଭିଡିଓ ; ଯୁବକ ଦୁଃଖରେ ଗୀତ ଗାଇ ଗାଇ ମହୁମାଛି ବସା ସହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଅନେକ ସମୟରେ ସଭିଁଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଭୟଭୀତ କରୁଥିବା ଅନେକ ଭିଡିଓ ଦେଖି ଲୋକେ କାବା ମଧ୍ୟ ହୋଇ ଯାଆନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଯନ୍ତ୍ରଣା ଭରା ଗୀତ ଗାଇବା ସହ ମହୁମାଛି ବସାରେ ମୁଣ୍ଡ ଓ ହାତ ମାରିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି।   View this … Continue reading ଦେଖନ୍ତୁ ଭିଡିଓ ; ଯୁବକ ଦୁଃଖରେ ଗୀତ ଗାଇ ଗାଇ ମହୁମାଛି ବସା ସହ..