ଯଦି ନୁଡଲ୍ସ ପସନ୍ଦ ତେବେ ଥରେ ଦେଖନ୍ତୁ ଏହି ଭିଡିଓ, ଖାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବେ
ନୂଆଦିଲ୍ଲୀ : ସମସ୍ତଙ୍କୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ଖାଇବାକୁ ଭଲ ଲାଗେ । ତେବେ ଯଦିଓ ଏହା ଖାଇବାକୁ ଭଲ ଲାଗେ କିନ୍ତୁ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ । ଏମିତି ଅନେକ ମାମଲା ଆପଣ ଖବରକାଗଜ ବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଉଥିବେ । କେଉଁଠି ଖାଦ୍ୟରେ ରଙ୍ଗ ମିଶୁଛି ତ ଆଉ କେଉଁଠି ଖାଦ୍ୟରୁ ପୋକ ବାହାରୁଛନ୍ତି । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ … Continue reading ଯଦି ନୁଡଲ୍ସ ପସନ୍ଦ ତେବେ ଥରେ ଦେଖନ୍ତୁ ଏହି ଭିଡିଓ, ଖାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବେ
Copy and paste this URL into your WordPress site to embed
Copy and paste this code into your site to embed