ଦେଖନ୍ତୁ ଭିଡିଓ : ରାସ୍ତା ପାର୍ କରୁଛନ୍ତି ଏକାଠି ୧୪ ସିଂହୀ..

ନୂଆଦିଲ୍ଲୀ : ଏକ ଦୁର୍ଲ୍ଲଭ ଓ ଆକର୍ଷଣୀୟ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି ୧୪ ସିଂହୀ, ତା’ର ଶାବକ ସିଂହଙ୍କ ଦଳ ଗୁଜରାଟରେ ଗିର୍ ଜାତୀୟ ଉଦ୍ୟାନ ନିକଟରେ ଏକ ରାସ୍ତା ପାର୍ କରୁଥିବା ସମୟରେ କ୍ୟାମେରାରେ କଏଦ ହୋଇଛି। ଏହି ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ରାଜ୍ୟର ଦକ୍ଷିଣ ଭାଗରେ ସ୍ଥିତ ଅମରେଲୀ ଜିଲାରେ ରାତିରେ ରେକର୍ଡ କରାଯାଇଛି। ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ … Continue reading ଦେଖନ୍ତୁ ଭିଡିଓ : ରାସ୍ତା ପାର୍ କରୁଛନ୍ତି ଏକାଠି ୧୪ ସିଂହୀ..