୬୦ ଦିନରେ ୧୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

ଡେସ୍କ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଗତ ବର୍ଷ ନଭେମ୍ବରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ୧୫ କୋଟି ଲୋକ ଏଥିରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ବୃହତ୍ ପଦକ୍ଷେପ ଦର୍ଶାଉଛି। ଦେଶର ମୁଦ୍ରାସ୍ଫୀତି ହାର ୪% ଲକ୍ଷ୍ୟ ଆଡକୁ ଗତି କରୁଛି – ଆରବିଆଇ ମୁଖ୍ୟ ଏକ ସୋସିଆଲ … Continue reading ୬୦ ଦିନରେ ୧୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା