ବିକ୍ରମ ମିସ୍ତ୍ରୀ ନୂଆ ବୈଦେଶିକ ସଚିବ ନିଯୁକ୍ତ

ଡେସ୍କ: ୧୯୮୯ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଅଧିକାରୀ ବିକ୍ରମ ମିସ୍ତ୍ରୀଙ୍କୁ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ବିନୟ ମୋହନ କ୍ୱାତ୍ରାଙ୍କ ସ୍ଥାନ ନେବେ। ତାଙ୍କ କାର୍ଯ୍ୟକାଳ ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି। ଶ୍ରୀ ମିସ୍ତ୍ରୀ ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ଉପଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। ସେ ଚୀନ, ମିଆଁମାର ଓ ସ୍ପେନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ୧୯୯୭ରେ ଆଇକେ … Continue reading ବିକ୍ରମ ମିସ୍ତ୍ରୀ ନୂଆ ବୈଦେଶିକ ସଚିବ ନିଯୁକ୍ତ