ଦେଖନ୍ତୁ ଭିଡିଓ; ନିଶାସକ୍ତ ଅବସ୍ଥାରେ ଅଜଗର ସାପ ସହ ଗାଡି ଚାଳକ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ କରୁଥିବା ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଆନ୍ଧ୍ରପ୍ରଦେଶର କୁରନୁଲ ଅଞ୍ଚଳର । ଭିଡିଓଟି ଜଣେ ଟ୍ରକ ଚାଳକ ଓ ଅଜଗର ସାପର । ନିଶାସକ୍ତ ଅବସ୍ଥାରେ ଗାଡି ଚାଳକ ଜଣକ ଅଜଗର ସାପକୁ ଧରି ନିଜ ଶରୀର ଯାକ ଗୁଡାଇ ରଖିଛନ୍ତି । మద్యం మత్తులో ఉన్న వ్యక్తిపైకి ఎక్కిన కొండచిలువ.. కాపాడిన స్థానికులు కర్నూలు … Continue reading ଦେଖନ୍ତୁ ଭିଡିଓ; ନିଶାସକ୍ତ ଅବସ୍ଥାରେ ଅଜଗର ସାପ ସହ ଗାଡି ଚାଳକ କଲେ ଏମିତି..