ଦେଖନ୍ତୁ ଭିଡିଓ; ସାପ ସହ ଷ୍ଟଣ୍ଟ, ପାଟିରେ ଧରିଲେ, ଆଉ ତା’ପରେ..

ହାଇଦ୍ରାବାଦ : ତେଲେଙ୍ଗାନାରେ ସାପ ସହ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କର ସାପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶୁକ୍ରବାର ପୁଲିସ ପକ୍ଷରୁ ଏହି ସୂଚନା ମିଳିଥିଲା । ପୁଲିସ କହିଥିଲା, ଯୁବକ ଜଣକ ସାପ ସହ ଷ୍ଟଣ୍ଟ କରୁଥିବା ସମୟରେ ସାପ ଦଂଶନ କରିଥିଲା । କାମାରେଡ୍ଡୀ ଜିଲାରେ ସାପ ଧରୁଥିବା ଜଣେ ଯୁବକ ଷ୍ଟଣ୍ଟ ଦେଖାଇବା ପାଇଁ ସାପକୁ ପାଟିରେ ଧରି ଥିଲେ ।ସାପ ଦଂଶନ ପରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର … Continue reading ଦେଖନ୍ତୁ ଭିଡିଓ; ସାପ ସହ ଷ୍ଟଣ୍ଟ, ପାଟିରେ ଧରିଲେ, ଆଉ ତା’ପରେ..