ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ମୃତ୍ୟୁର ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି, ଯାହା ଖୁବ୍ ହୃଦୟବିଦାରକ। କେତେ ବେଳେ ଜିମରେ ତ କେତେବେଳେ ରାସ୍ତାରେ ଗାଡି ଚାଳନା ବେଳେ ହଠାତ୍ ଲୋକଙ୍କ ଜୀବନ ଚାଲି ଯାଉଛି। ଅଧିକାଂଶ ହଠାତ୍ ହେଉଥିବା ମୃତ୍ୟୁ ହୃଦଘାତ ପାଇଁ ହେଉଛି ବୋଲି ଜଣାପଡିଛି। ନିକଟରେ ଏଭଳି ହିଁ ଏକ ଭିିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି। हे ईश्वर… ये क्या हुआ😪 लड़का … Continue reading ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..