www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ ଶକ୍ତିକୁ ସ୍ଥାନାନ୍ତରଣ ଉପରେ ଧ୍ୟାନ ଦେବ ଆନ୍ତର୍ଜାତିକ ସୌରମେଣ୍ଟ

ଡେସ୍କ: କେନ୍ଦ୍ର ନୂଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଓ ଆନ୍ତର୍ଜାତିକ ସୌରମେଣ୍ଟର ସଭାପତି ଆର୍‍.କେ. ସିଂ କହିଛନ୍ତି, ଆନ୍ତର୍ଜାତିକ ସୌରମେଣ୍ଟ କୋପ-୨୭ର ୨୭ତମ ସମ୍ମିଳନୀରେ ବିକାଶମୁଖୀ ଦେଶଗୁଡ଼ିକ ପାଇଁ ପ୍ରଦୂଷଣମୁକ୍ତ ଶକ୍ତି ବ୍ୟବହାର ପାଇଁ ପାଣ୍ଠି ଯୋଗାଣ ଓ ସହଜରେ ଶକ୍ତି ଯୋଗାଣ ବିଷୟ ଉପସ୍ଥାପନ କରିବ। ଆସନ୍ତା ମାସରେ ଇଜିପ୍ଟର ସର୍ମ ଏଲ୍‍ ଶେଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସେ କହିଛନ୍ତି ଆନ୍ତର୍ଜାତିକ ସୌରମେଣ୍ଟ ସୌରଶକ୍ତି ମାଧ୍ୟମରେ ପୁରାତନ ଶକ୍ତିରୁ ନୂତନ ଶକ୍ତିକୁ ସ୍ଥାନାନ୍ତରଣ ଉପରେ ଆଲୋକପାତ କରିବ। ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ବିକାଶମୁଖୀ ଦେଶଗୁଡିକ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଅବଦାନ କରିବାକୁ ଆନ୍ତର୍ଜାତିକ ସୌରମେଣ୍ଟ ଅନୁରୋଧ କରିବ। ଏବେ ଆନ୍ତର୍ଜାତିକ ସୌରମେଣ୍ଟରେ ୧୧୦ଟି ଦେଶ ସଦସ୍ୟ ଅଛନ୍ତି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories