ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..

ଅନେକ ସମୟରେ ଦେଖାଯାଏ,ଲୋକେ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଆର୍ଥିକ ସ୍ଥିତିରେ ସମସ୍ୟା ଲାଗି ରହିଥାଏ। ବାସ୍ତୁ ଅନୁଯାୟୀ, ଘରର ପ୍ରତ୍ୟେକ ଅଂଶ ମହତ୍ତ୍ୱ ପୂର୍ଣ୍ଣ। ଶୟନ କକ୍ଷ, ରୋଷେଇ ଘର ଭଳି ଗାଧୁଆଘରର ମଧ୍ୟ ମହତ୍ତ୍ୱ ରହିଛି। ତେବେ ଏଭଳି କେତେକ ଜିନିଷ ରହିଛି, ଯାହାକୁ ଗାଧୁଆ ଘରେ ରଖିବା ଉଚିତ୍ ନୁହେଁ। ଜାଣନ୍ତୁ.. ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୁଆ ଘରେ କଦାପି ଛିଣ୍ଡା ଚପଲ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ … Continue reading ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..