www.samajalive.in
Sunday, December 7, 2025
26.1 C
Bhubaneswar

୧୭୮ କୋଟି ୧୪ ଲକ୍ଷ ଟପିଲା ସାର୍ବଜନୀନ ଟିକାକରଣ

ଦେଶରେ ସାର୍ବଜନୀନ ଟିକାକରଣ ୧୭୮ କୋଟି ଅତିକ୍ରମ କରିଛି । ଗୁରୁବାର ଅପରାହ୍ନ ସୁଦ୍ଧା ୧୭୮ କୋଟି ୧୪ ଲକ୍ଷରୁ ଅଧିକ ପାନ କରୋନା ଟିକା ଦିଆଯାଇଛି । କେବଳ ଆଜି ଅପରାହ୍ନ ସୁଦ୍ଧା ୨୧ ଲକ୍ଷ ୩୧ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୧୨ ଲକ୍ଷ ୬୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଥିବାବେଳେ ସେଥିମଧ୍ୟରୁ ୩ କୋଟି ୨୮ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‍ ଏବଂ ୨ କୋଟି ୭୬ ଲକ୍ଷ ୫୪ ହଜାରରୁ ଅଧିକ ଦ୍ୱିତୀୟ ପାନ  ଟିକା ଦିଆଯାଇଛି ।
ସେହିପରି ୧୫ରୁ ୧୮ ବର୍ଷ ବର୍ଗର ପ୍ରାୟ ୧୮ ଲକ୍ଷ ୪୫ ହଜାର ୧୬୯ କିଶୋରଙ୍କୁ ପ୍ରଥମ ପାନ ଟିକା ଦିଆଯାଇଇଥିବାବେଳେ ୮ ଲକ୍ଷ ୯୧ହଜାର ୯୬୫ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories