ଏଥିପାଇଁ.. ଶିକ୍ଷକଙ୍କୁ ଗୁଳି ମାରିଲା ନବମ ଶ୍ରେଣୀ ଛାତ୍ର

ଡେରାଡୁନ୍‌ : ଉତ୍ତରାଖଣ୍ଡରେ ଉଦ୍ଧମ ସିଂହ ଜିଲାର କାଶୀପୁରରେ ହଇଚଇ ସୃଷ୍ଟି କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଘରୋଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳିମାଡ କରିଛି । ରିପୋର୍ଟ ଅନୁଯାୟୀ, ଛାତ୍ର ଜଣକ ଟିଫିନ୍‌ ବକ୍ସରେ ବନ୍ଧୁକ ଲୁଚାଇ ସ୍କୁଲକୁ ଆଣିଥିଲା । ଉକ୍ତ ଶିକ୍ଷକ ଜଣକ କୌଣସି କାରଣରୁ ଛାତ୍ରଙ୍କୁ ଚାପୁଡା ମାରିଥିଲେ । ସେଥିରେ କ୍ରୋଧାନ୍ୱିତ ହୋଇ ଛାତ୍ର ଜଣକ ଶିକ୍ଷକଙ୍କୁ … Continue reading ଏଥିପାଇଁ.. ଶିକ୍ଷକଙ୍କୁ ଗୁଳି ମାରିଲା ନବମ ଶ୍ରେଣୀ ଛାତ୍ର