ଉତ୍ତରକାଶୀରେ ବାଦଲଫଟା ବର୍ଷା ; ସାଂସଦଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଙ୍ଗୋତ୍ରୀ ଧାମ ପୂର୍ବରୁ ଥିବା ଜନବସତି ଧରାଲୀ ଗାଁରେ ପାହାଡରେ ବାଦଲଫଟା ବର୍ଷା ସହ ହର୍ଷିଲ ଘାଟୀରେ ଆର୍ମି କ୍ୟାମ୍ପ ନିକଟରେ ମଧ୍ୟ ବାଦଲଫଟା ବର୍ଷା ହୋଇଛି। ଏହାପରେ ପ୍ରକୃତିର ତାଣ୍ଡବରେ ସବୁକିଛି ନଷ୍ଟ ହୋଇ ପାଣିରେ ଭାସି ଯାଇଛି । ଧରାଲୀ ଘଟଣାକୁ ନେଇ ଉତ୍ତରାଖଣ୍ଡର ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି। ଏନେଇ … Continue reading ଉତ୍ତରକାଶୀରେ ବାଦଲଫଟା ବର୍ଷା ; ସାଂସଦଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ