ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବର୍ଷାର ବିତ୍ପାତ, ଉତ୍ତରାଖଣ୍ଡ ଠାରୁ ହିମାଚଳପ୍ରଦେଶ ସବୁଠି ବାଦଲଫଟା ବର୍ଷା ପରେ ଜଳ ପ୍ରଳୟ
ନୂଆଦିଲ୍ଲୀ : ମୌସୁମୀ ବର୍ଷାରେ କିଏ ଖୁସି କରୁଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଃଖର ପାହାଡ । ବିଶେଷ କରି ପାହାଡିଆ ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇଛି । ମୌସୁମୀ ଆରମ୍ଭ ହେବା ମାତ୍ରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । କେଉଁଠି ବାଦଲ ଫାଟି ବର୍ଷା ପରେ ବନ୍ୟା ହୋଇଛି ତ ପୁଣି କେଉଁଠି ଭୂସ୍ଖଳନ କାରଣରୁ ପାହାଡ ଧସି ପଡିଛି । ଉତ୍ତରାଖଣ୍ଡ ଠାରୁ ଆରମ୍ଭ … Continue reading ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବର୍ଷାର ବିତ୍ପାତ, ଉତ୍ତରାଖଣ୍ଡ ଠାରୁ ହିମାଚଳପ୍ରଦେଶ ସବୁଠି ବାଦଲଫଟା ବର୍ଷା ପରେ ଜଳ ପ୍ରଳୟ
Copy and paste this URL into your WordPress site to embed
Copy and paste this code into your site to embed