ସୃଜନଶୀଳତା ବିକାଶରେ ସହାୟକ ହେବ ମାତୃଭାଷାରେ ଶିକ୍ଷାଦାନ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଡେସ୍କ: ମାତୃଭାଷାରେ ଶିକ୍ଷାଦାନ ହେଲେ ତାହା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶରେ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନ ଠାରେ ଆୟୋଜିତ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ଏକାନ୍ତ ଆବଶ୍ୟକ। ସାମାନ୍ୟ ବିରତି ପରେ ପୁଣି ରୁଷର କ୍ଷେପଣାସ୍ତ୍ର ମାଡ଼ … Continue reading ସୃଜନଶୀଳତା ବିକାଶରେ ସହାୟକ ହେବ ମାତୃଭାଷାରେ ଶିକ୍ଷାଦାନ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ