ଗ୍ରୀଷ୍ମ ଋତୁରେ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରର ନିର୍ଦ୍ଦେଶ

ଡେସ୍କ: ଗ୍ରୀଷ୍ମ ଋତୁରେ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ନିଆଁ ଲାଗିବା ଅଧିକ ବିପଦ ପାଲଟିଥାଏ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆଜି ଆପ୍’ର … Continue reading ଗ୍ରୀଷ୍ମ ଋତୁରେ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରର ନିର୍ଦ୍ଦେଶ