୯ ପିଲାଙ୍କ ୫୨ ବର୍ଷୀୟ ମାଆ ୩୨ ବର୍ଷୀୟ ପ୍ରେମିକ ସହ ଫେରାର୍‌, ଧରାପଡିବା ପରେ କହିଲେ..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରୁ ବନ୍ଦାୟୁ ଜିଲାରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୫୨ ବର୍ଷୀୟ ମହିଳା ଯିଏ କି ୯ ପିଲାଙ୍କ ମାଆ ବୋଲି ଜଣାପଡିଛି, ନିଜ ସ୍ୱାମୀ ଓ ପରିବାରକୁ ଛାଡି ୩୨ ବର୍ଷୀୟ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଖବର ମିଳିଛି । ମହିଳା ଜଣକ ନିଜ ସହ ୧୦ ବର୍ଷୀୟ ନିଜର ନାବାଳିକା ଝିଅ, ଲକ୍ଷାଧିକ ଟଙ୍କାର ସୁନାଗହଣା, ଜମିର କାଗଜପତ୍ର ମଧ୍ୟ ନେଇଯାଇଛନ୍ତି … Continue reading ୯ ପିଲାଙ୍କ ୫୨ ବର୍ଷୀୟ ମାଆ ୩୨ ବର୍ଷୀୟ ପ୍ରେମିକ ସହ ଫେରାର୍‌, ଧରାପଡିବା ପରେ କହିଲେ..