ନିର୍ମମ ହତ୍ୟାକାଣ୍ଡ ; ପ୍ରେମ ପାଇଁ ସ୍ୱାମୀଙ୍କୁ ୬ ଖଣ୍ଡ କଲେ ସ୍ତ୍ରୀ

ନୂଆଦିଲ୍ଲୀ : ପରକୀୟା ପ୍ରିତି କାରଣରୁ ଅନେକ ହତ୍ୟାକାଣ୍ଡ ଘଟିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ନିକଟରେ ଉତ୍ତରପ୍ରଦେଶରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି । ପ୍ରେମ ପାଇଁ ଜଣେ ୫୦ ବର୍ଷୀୟ ମହିଳା ନିଜ ସ୍ୱାମୀକୁ ହତ୍ୟା କରି ତାଙ୍କ ମୃତଦେହକୁ ୬ ଖଣ୍ଡ କରି ନଦୀ କୂଳରେ ଫିଙ୍ଗିଦେଇଥିଲେ । ଏହି ହତ୍ୟାକାଣ୍ଡରେ ମହିଳାଙ୍କ ପ୍ରେମୀ ତାଙ୍କୁ ସହଯୋଗ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ … Continue reading ନିର୍ମମ ହତ୍ୟାକାଣ୍ଡ ; ପ୍ରେମ ପାଇଁ ସ୍ୱାମୀଙ୍କୁ ୬ ଖଣ୍ଡ କଲେ ସ୍ତ୍ରୀ