ଦେଖନ୍ତୁ ଭିଡିଓ ; ବିବାହ କାର୍ଡ ଦେଖି ଅତିଥିଙ୍କ ମୁଣ୍ଡ ଗୋଲ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ବିବାହର ଏପରି ଏକ କାର୍ଡ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ନିମନ୍ତ୍ରଣ ପତ୍ର ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବା ସହ ସହଜରେ ବିଶ୍ୱାସ କରିବେ ନାହିଁ । ଏହି ବିବାହ କାର୍ଡର ଡିଜାଇନ୍‌ ଓ ଲେଖା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବାର ମୁଖ୍ୟ କାରଣ। ପ୍ରତ୍ୟେକ ବିବାହ କାର୍ଡରେ ଗୋଟିଏ କଥା ନିହାତି ଥାଏ, ଯାହା ହେଉଛି ସପରିବାର ଆସିବାକୁ … Continue reading ଦେଖନ୍ତୁ ଭିଡିଓ ; ବିବାହ କାର୍ଡ ଦେଖି ଅତିଥିଙ୍କ ମୁଣ୍ଡ ଗୋଲ୍‌