ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ
ଡେସ୍କ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଆଜି (ଶୁକ୍ରବାର) ସାଧାରଣ ନିର୍ବାଚନ ଫଳାଫଳ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ହେବା ପରେ ସେ କଞ୍ଜରଭେଟିଭ୍ ନେତା ପଦରୁ ଇସ୍ତଫା ଦେବେ। ୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦ ମୂଲ୍ୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କଲା ଭାରତ ପରାଜୟ ପାଇଁ ସୁନାକ ଭୋଟରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଇସ୍ତଫା ଦେବା ପରେ ଏକ ସଂକ୍ଷିପ୍ତ ଭାଷଣରେ ସୁନାକ କହିଛନ୍ତି ଯେ … Continue reading ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ
Copy and paste this URL into your WordPress site to embed
Copy and paste this code into your site to embed