ରଜରେ ୟୁଜି ଓ ପିଜି ନାମଲେଖା

ଭୁବନେଶ୍ବର: ଉଭୟ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ରଜରେ ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାର ସ୍ନାତକ ନାମଲେଖା ପାଇଁ ଏବଂ ଏହାର ଦିନକ ପରେ ଅର୍ଥାତ୍ ୧୩ ତାରିଖରେ ସ୍ନାତକୋତ୍ତୋର ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଉଭୟ ୟୁଜି ଓ ପିଜି ପାଠପଢ଼ା ଜୁଲାଇ ୧୦ ତାରିଖରୁ ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ +୩ … Continue reading ରଜରେ ୟୁଜି ଓ ପିଜି ନାମଲେଖା