ଆବୁଧାବି ଓ ଦୁବାଇରେ ଥିବା ଭାରତୀୟ ଦୂତାବାସ ସମ୍ମାନିତ

ଡେସ୍କ: ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାଏଦ ଅଲ୍ ନାହୟାନଙ୍କ ପୃଷ୍ଠପୋଷକତାରେ ଆୟୋଜିତ ପଞ୍ଚମ ବୈଦେଶିକ ବ୍ୟାପାର ଉତ୍କର୍ଷ ପୁରସ୍କାର ସମାରୋହରେ ୟୁଏଇରେ ଥିବା ଭାରତର କୂଟନୈତିକ ଦୂତାବାସଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ପାଇଛନ୍ତି। ଏଥିଲାଗି ଭାରତ ଏକମାତ୍ର ଦେଶ ଭାବେ ଦୁଇଟି ସମ୍ମାନ ହାସଲ କରିଛି ଏବଂ ଆବୁଧାବିରେ ଥିବା ଭାରତୀୟ ଦୂତାବାସ ଓ ଦୁବାଇରେ ଥିବା ଭାରତୀୟ ଦୂତାବାସ ଉଭୟଙ୍କୁ ସମ୍ମାନଜନକ ଶିଲ୍ଡ ଅଫ୍ ଅନର … Continue reading ଆବୁଧାବି ଓ ଦୁବାଇରେ ଥିବା ଭାରତୀୟ ଦୂତାବାସ ସମ୍ମାନିତ